ଏବେ ସୁଯଗ ଦେଉଛି" state bank of india"
(SBI) CSP ଖେଳି କରିବେ ଭଲ ରୋଜଗାର ଜଣାନ୍ତୁ କିପରି କରିବେ ବର୍ତମାନ
ନୂଆଦିଲ୍ଲୀ: କରୋନା ମହାମାରୀ କାରଣରୁ ଆପଣ ଯଦି ଚାକିରି ହରାଇଛନ୍ତି ଏବଂ ଏହି ସମୟରେ ରୋଜଗାର ପାଇଁ ଆପଣ କୌଣସି ବିକଳ୍ପ ଦେଖୁଛନ୍ତି, ତେବେ ଆପଣଙ୍କର ଏକ ଭଲ ସୁଯୋଗ ରହିଛି । ଏହି ସୁଯୋଗ ଦେଇଛି ଦେଶର ସର୍ବବୃହତ ସରକାରୀ ବ୍ୟାଙ୍କ "state bank of india "। ଆପଣଙ୍କୁ ରୋଜଗାର କରିବାର ସୁଯୋଗ ଆଣିଦେଇଛି ।
ଆପଣଙ୍କୁ SBI, CSP ଖୋଲିବାକୁ ସୁଯୋଗ ଦେଇଛି । ଆପଣ SBIର CSP ଖୋଲି ମାସିକ ଭଲ ରୋଜଗାର କରିପାରିବେ । ତେବେ ଆପଣ କିପରି ଖୋଲିବେ CSP ? ଏନେଇ ମନରେ ପ୍ରଶ୍ନ ଉଠୁଥିବ । ସୋସିଆଲ ମିଡିଆ ଟ୍ୱିଟରରେ ଅନେକ ଲୋକ ଏହି ପ୍ରଶ୍ନ କରିଛନ୍ତି । ତେବେ ଜଣେ ୟୁଜରଙ୍କ ପ୍ରଶ୍ନର ଉତ୍ତର ଦେଇ SBI ପକ୍ଷରୁ କୁହାଯାଇଥିଲା ଯେ, କିପରି ଖୋଲିପାରିବେ CSP ।
"State bank of india" ଟୁଇଟ୍ କରି ସୂଚନା ଦେଇଛି ଯେ,ମୋର ପ୍ରିୟ ଗ୍ରାହକ ମନେ ଦୟାକରି ଆପଣଙ୍କ ନିକଟସ୍ଥ ଅଞ୍ଚଳରେ କାର୍ଯ୍ୟ କରୁଥିବା ଆମର ଆଞ୍ଚଳିକ ଶାଖା କାର୍ଯ୍ୟାଳୟକୁ ଯାଇ CSP ଖୋଲିବା ପାଇଁ ଆବେଦନ ପତ୍ର ଦାଖଲ କରନ୍ତୁ । ଏହାପରେ ସମସ୍ତ ପ୍ରକ୍ରିୟା ଆରମ୍ଭ ହେବ।

Comments
Post a Comment