ଚିନ୍ତାରେ ପକେଇଲା ବିମାନ ଭଡ଼ା








ଚିନ୍ତାରେ ପକେଇଲା ବିମାନ ଭଡା ।

● ବିମାନ କଂପାନୀ ଙ୍କୁ ବିବରାଣୀ ମାଗିଲେ ସରକାର
● ବ୍ରିଟେନ ରେ ଚାଲିଚି ନାମଲେଖା ଋତୁ
● ସପ୍ତାହକୁ ଚାଲିବ ମାତ୍ର 15 ଟି ବିମାନ
● ଚାହିଦା ତୁଳନାରେ ସିଟ ସଂଖିଆ କମ୍

New delhi / ଭାରତ-ବ୍ରିଟେନ୍ ମଧିୟରେ ଇକୋନମି କ୍ଲାସ୍ ମୀମାନ ଟିକଟ ମୂଲ୍ୟ 4 ଲକ୍ଷ୍ୟ ଟଙ୍କା ଭଳି ଉଚ୍ଚ ସ୍ତରରେ ପହଁଞ୍ଚିବା ଜଣାପଡିଚି  ପରେ ସରକାର ଏହି ପ୍ରସଙ୍ଗକୁ ଗମ୍ଭୀରତା ସହ ନେଇଛନ୍ତି । କେଉଁ ଆଧାରରେ ଟିକଟ ଦାମ୍ ଏତେ ଅଧିକ ରହୁଛି ଓ। କେଉଁ ସବୁ ବିଷୟ ଲାଗି ଯାତ୍ରୀଙ୍କ ଠାରୁ କେତେ ଟଙ୍କା  ଆଦାୟ କରହଉଛି ତାହାର ବିବରାଣୀ ଉପସ୍ଥାପନ କରିବା ଲାଗି ସରକାର ବିମାନ କଂପାନୀଗୁଡିଙ୍କୁ କହିଛନ୍ତି। ଟିକେଟର ବିବରାଣୀ ଦାଖଲ କରିବା ଲାଗି ବେସାମରିକ ବିମାନ ଚଳାଚଳ କ୍ଷେତ୍ରରେ ନିୟମିକ ସଂସ୍ଥା ଡିଜିସିଏ ପକ୍ଷରୁ କଂପାନୀଗୁଡିକୁ କୁହାଯାଇଛି । ଦିଲ୍ଲୀ-ଲଣ୍ଡନ ମଧରେ



Comments