ଇସାକ୍ ମୁଣ୍ଡ ଏଟିଙ୍ଗ ଓଡିଶା you tubers ଏବେ ତାଙ୍କପାଖରେ ଲକ୍ଷ ଲକ୍ଷ ଟଙ୍କା କେମିତି ହେଲେ ଏତେ ଧନୀ

ଇସାକ୍ ମୁଣ୍ଡା ଏଟିଙ୍ଗ ଓଡିଶା you tubers ଏବେ ତାଙ୍କପାଖରେ ଲକ୍ଷ ଲକ୍ଷ ଟଙ୍କା କେମିତି ହେଲେ ଏତେ ଧନି।
 

ଦେଖନ୍ତୁ ଲକ୍ଷ ପତି ଇସାକ୍ ମୁଣ୍ଡା. ସମ୍ବଲପୁର ଜିଲ୍ଲା ର ଏକ ଗୋରିବ ଲୁକ କେମିତି ହେଲେ ଲକ୍ଷ ପତି  ତା ପଛରେ ରହସ୍ୟ କଣ .ସିଏ  youtube ରୁ ହେଇଛନ୍ତି ଧନି ବେକ୍ତି ଯେତେବେଳେ corona loockdown ହେଇଗଲା ତାଙ୍କ ଜୀବନ ଜୀବିକା ମରିଗଲା  ସେ ଦିନେ jio phone ରେ you tube ଦେଖୁଥିଲେ you tube ଦେଖୁ ଦେଖୁ ତାଙ୍କ you tube page ରେ ଗୁଟେ ଭିଡ଼ିଓ ଆସିଲା ସେ ଭିଡ଼ିଓ ରେ ଦେଖିବାକୁ ପାଇଲେ you tube ରେ ପଇସା ରାଜଗର କରିହେବ ସେ ସେଇ ଭିଡ଼ିଓ କୁ ବାରମ୍ବାର ଦେଖିଲେ ଆଉ ସେ ପ୍ରଥମ ଭିଡ଼ିଓ ଉପଲୋଡ଼ କଲେ ଦେସି ପଖାଳ ଭିଡ଼ିଓ କରି you tube ରେ ଛାଡିଲେ ତାପରେ ତାଙ୍କୁ ପ୍ରଥମେ july ରେ 36.000 ହଜାର ଟଙ୍କା you tube ରୁ ପାଇଲେ ଏବଂ ତାପରେ august ରେ ପାଞ୍ଚ ଲକ୍ଷ ଟଙ୍କା ପାଇଲେ । 

ଏବେ ଓଡ଼ିଶାରେ ତାଙ୍କର ସିଅଛୁଟିଛି। ସେ ଏବେ କହିଛନ୍ତି ଯେ ଗୋରିବ ଲୁକଙ୍କୁ ସାହାଯ୍ୟ କରିବେ .


Comments